01/04/2026
ବର୍ଷାଣାମ ଭାରତ ଶ୍ରେଷ୍ଠ
ଦେଶାନୁତ୍କଳ ଶୃତଃ
ଉତ୍କଳସ୍ୟ ସମଃ ଦେଶୋ
ଦେଶ ନାସ୍ତିମହୀତଳେ
ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ଦିନ ପବିତ୍ର ଓଡ଼ିଶା ଦିବସ ଅବସରରେ ଉତ୍କଳ ମାଟିର ଗୌରବମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଏବଂ ସମଗ୍ର ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା l ରାଜ୍ୟର ଐତିହ୍ୟ, ସଂସ୍କୃତି କୁ ସ୍ୱତନ୍ତ୍ର ସମ୍ମାନଦେଇ ନିଜକୁ ଉତ୍କଳର ସନ୍ତାନ ରୂପେ ପରିଚୟ ଦେବା ଏବଂ ନୂଆ ଓଡିଶା ଗଠନର ସାରଥି ହେବା ସମସ୍ତଙ୍କ ସଂକଳ୍ପ ହେଉ l
ବନ୍ଦେ ଉତ୍କଳ ଜନନୀ 🙏