P.M. Law College

P.M. Law College Contact information, map and directions, contact form, opening hours, services, ratings, photos, videos and announcements from P.M. Law College, College & University, Keonjhargarh.

21/03/2021

ମହାବିଦ୍ୟାଳୟ ପରିସର ରେ ଏକ ସଫେଇ କାର୍ଯ୍ୟକ୍ରମ ।

ପ୍ରଭାସ ମଞ୍ଜରୀ ଆଇନ୍ ମହାବିଦ୍ୟାଳୟ ପରିସରରେ  ଅଧକ୍ଷ ଡକ୍ଟର ଧନେଶ୍ଵର ଦାସ ସାର୍ ଙ୍କ ଅଧ୍ୟକ୍ଷତାରେ,ଏନ୍.ଏସ.ଏସ ଅଧିକାରୀ ଭାବଗ୍ରାହୀ ନାୟକ ସା...
21/03/2021

ପ୍ରଭାସ ମଞ୍ଜରୀ ଆଇନ୍ ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡକ୍ଟର ଧନେଶ୍ଵର ଦାସ ସାର୍ ଙ୍କ ଅଧ୍ୟକ୍ଷତାରେ,ଏନ୍.ଏସ.ଏସ ଅଧିକାରୀ ଭାବଗ୍ରାହୀ ନାୟକ ସାର୍ ଙ୍କ ନେତୃତ୍ୱରେ,ନବୀନ ପ୍ରଧାନ ସାର୍ ଙ୍କ ଉପସ୍ଥିତି ରେ ଏବଂ ଆଇନ ର ଦ୍ଵିତୀୟ ବର୍ଷ ର ଛାତ୍ରଛାତ୍ରୀ ଅଂଶୁମାନ ଚକ୍ରବର୍ତ୍ତୀ, ଅତୁଲ ସୈାରଭ ସାହୁ,ଖିରାବ୍ଧି ତନୟା ପଟ୍ଟନାୟକ ,ଶପଥ ମହାନ୍ତି ,ସାଜନ୍ ମାରାଣ୍ଡି,ଅମରେଶ କୁମାର ବେହେରା ଙ୍କ ସହଯୋଗ ରେ ଏକ ଏନ୍.ଏସ.ଏସ କ୍ୟାମ୍ପ ର ଆୟୋଜନ ହେଇଛି।ଏହି କ୍ୟାମ୍ପ ଜରିଆରେ ମହାବିଦ୍ୟାଳୟ ପରିସର ରେ ଏକ ସଫେଇ କାର୍ଯ୍ୟକ୍ରମ ହୋଇଯାଇଅଛି।

FRESHERS MEET ⚖
20/03/2021

FRESHERS MEET ⚖

Address

Keonjhargarh

Website

Alerts

Be the first to know and let us send you an email when P.M. Law College posts news and promotions. Your email address will not be used for any other purpose, and you can unsubscribe at any time.

Share