Easy Tutorials

Easy Tutorials This page includes Video Lectures
1 Basic Mathematics
2 Reasoning Problems
3 Physics
4 Chemistry
5

This page includes Video Lectures
1 Basic Mathematics
2 Reasoning Problems
3 Physics
4 Chemistry
5 Engineering Subjects(Electrical)
Like Share Comment

30/09/2019

Hello viewers sorry for not uploading video or any content....video will be posted regularly

19/03/2019

*ଲୋକସଭା କ୍ଷେତ୍ର :* କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଖରିଆର : ଲମ୍ବୋଧର ନିଆଳ
ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ଼ : ମହୋଷଧି ବାଗ
ଭବାନୀପାଟଣା : ଦୁଷ୍ମନ୍ତ ନାଏକ
ନର୍ଲା :ଭୂପିନ୍ଦର ସିଂ

*ଲୋକସଭା କ୍ଷେତ୍ର:* ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)
ଉମରକୋଟ : ସୁବାଶ ଗଣ୍ଡ
ନବରଙ୍ଗପୁର : ସଦାଶିବ ପ୍ରଧାନ
ଡ଼ାବୁଗାଁ : ମନୋହର ରାନ୍ଧାରୀ
କୋଟପାଡ଼ : ପଦ୍ମୀନୀ ଡିଆନ
ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ସାକା

*ଲୋକସଭା କ୍ଷେତ୍ର:* କୋରାପୁଟ : କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)
ଗୁଣୁପୁର : ରଘୁନାଥ ଗମାଙ୍ଗ
ବିଷମକଟକ :ଜଗନ୍ନାଥ ସାରକା
ରାୟଗଡ଼ା : ଲାଲ ବିହାରୀ ହିମିରିକା
ଲକ୍ଷ୍ମୀପୁର : ପ୍ରଭୁ ଜାନୀ
ଜୟପୁର : ରବି ନାରାୟଣ ନନ୍ଦ
କୋରାପୁଟ : ରଖୁରାମ ପୋଡାଲ

*ଲୋକସଭା କ୍ଷେତ୍ର :

ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ସାଂସଦ ପ୍ରାର୍ଥୀ)
ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର : ବିକ୍ରମ ପଣ୍ଡା
ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର
ଚିକିଟି : ଉଷା ଦେବୀ
ମୋହନା : ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି

ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ)
ଟିଟଲାଗଡ : ଟୁକୁନି ସାହୁ
ପାଟଣାଗଡ : ସରୋଜ ମେହେର
ସୋନୁପର : ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝୀ : ଅଜୟ ଦାଶ
ବୀରମହାରାଜପୁର : ପଦ୍ମନାଭ ବେହେରା

*ଆସ୍କା :
ପ୍ରମିଳା ବିଷୋୟୀ (ସାଂସଦ ପ୍ରାର୍ଥୀ)
ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ
ଆସ୍କା : ମଞ୍ଜୁଳା ସ୍ୱାଇଁ
ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି : ନନ୍ଦିନୀ ଦେବୀ
ପୋଲସରା : ଶ୍ରୀକାନ୍ତ ସାହୁ
କବିସୂଯ୍ୟନଗର : ଲତିକା ପ୍ରଧାନ
ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ

*କନ୍ଧମାଳ :
ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)
ବାଲିଗୁଡା : ଚକ୍ରଧର କହଁର
ଜି. ଉଦୟଗିରି : ସାଲୁଜା ପ୍ରଧାନ
ବୌଦ୍ଧ : ପ୍ରଦୀପ କୁମାର ଅମାତ
କଣ୍ଟାମାଳ : ମହୀଧର ରାଣା
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା : ରମେଶ ବେହେରା

*ବରଗଡ :
ପ୍ରସନ୍ନ ଆଚାର୍ଯ୍ୟ (ସାଂସଦ ପ୍ରାର୍ଥୀ)
ବରଗଡ : ଦେବେଶ ଆଚାର୍ଯ୍ୟ
ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ : ସୁଶାନ୍ତ ସିଂ
ପଦ୍ମପୁର : ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର : ନବୀନ ପଟ୍ଟନାୟକ
ଝାରସୁଗୁଡା : ନବ କିଶୋର ଦାସ

*ସୁନ୍ଦରଗଡ :
ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)
ସୁନ୍ଦରଗଡ : ଯୋଗଶ ସିଂ
ରାଜଗାଙ୍ଗପୁର : ମଙ୍ଗଳା କିଷାନ
ତଳସରା : ଷ୍ଟିଫେନ ସୋରେନ
ରାଉରକେଲା : ସାରଦା ପ୍ରସାଦ ନାୟକ
ରଘୁନାଥପଲ୍ଲୀ : ସୁବ୍ରତ ତରାଇ
ବଣାଇ : ରଣଜିତ୍ କିଷାନ

19/03/2019

1. ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କେଉଁଠୁ ଲଢିବେ କିଏ ?

ଭୁବନେଶ୍ବର : ୧୯ ଲଢେଇ ପାଇଁ ବିଜେଡି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି । ଆଉ ଏହାସହ ୨୦୧୯ ମହାସମର ପାଇଁ ସେନା ପ୍ରସ୍ତୁତ କରିଛନ୍ତି ଦଳପତି । ତେବେ ଏହି ତାଲିକାରେ ଆପଣଙ୍କୁ ଅଞ୍ଚଳରୁ କିଏ ବିଜେଡି ଟିକେଟରୁ ନିର୍ବାଚନ ଯୁଦ୍ଧ ମୈଦାନକୁ ଓହ୍ଲାଇବା ତାହା ଉପରେ ନଜର ପକାନ୍ତୁ । କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍କପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି

19/03/2019
15/03/2019

What causes the 'mad-cow disease' (Jakob-Creutzfeldt disease)?

A. Bacterium

B. Virus

C. Viroid

D. Prion

13/03/2019

ODISHA GK #1
Which one is the largest district of odisha by area ????

A - Mayurbhanj
B - Malkangiri
C - Nayagarh
D - Cuttack

Odisha Staff Selection CommissionRecruitment of 878 AYUSH assistants Apply date: 08-03-2019 to 07-04-2019 Official websi...
13/03/2019

Odisha Staff Selection Commission
Recruitment of 878 AYUSH assistants

Apply date: 08-03-2019 to 07-04-2019

Official website: www.ossc.gov.in

12/03/2019

Mobile Tips ($ecret Code$)
If your phone is in aeroplane mode then how you can use internet in your mobile. Watch the video till the end.

Address

Bargarh
768028

Alerts

Be the first to know and let us send you an email when Easy Tutorials posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to Easy Tutorials:

Share