15/07/2022
ପ୍ରିୟ ଅବିଭାବକ,
ଅରିହନ୍ତ ଜୁନିଅର କଲେଜ (ARIHANT JUNIOR COLLEGE),ବ୍ରହ୍ମପୁର ରୁ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ । ଦକ୍ଷିଣ ଓଡ଼ିଶାର ସର୍ବଶ୍ରେଷ୍ଠ କଲେଜ ମାନଙ୍କ ମଧ୍ୟରେ ଏହା ଅନ୍ୟତମ । ଏଇ କଲେଜ ବିଶିଷ୍ଟ ଗଣିତଜ୍ଞ ଭଗବତ ପ୍ରସାଦ ଭଟ୍ଟ ଙ୍କ ଦ୍ଵାରା ସ୍ଥାପିତ ।ଏଠାରେ ଯୁକ୍ତ ଦୁଇ ବିଜ୍ଞାନ(+2 Science) ଶିକ୍ଷା ଦାନ ର ବ୍ୟବସ୍ଥା ରହିଛି । ୨୦୨୨ ଶିକ୍ଷାବର୍ଷ ପାଇଁ କଲେଜ ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।Residential ଛାତ୍ରଛାତ୍ରୀ ଙ୍କ ପାଇଁ ୨.୫ ଏକର ଜମି ବିଶିଷ୍ଟ ନୂଆ କ୍ୟାମ୍ପସ ର ବ୍ୟବସ୍ଥା ରହିଛି ।Day Scholar ଛାତ୍ରଛାତ୍ରୀ ଙ୍କ ପାଇଁ ବ୍ରହ୍ମପୁର ରେ ସ୍ୱତନ୍ତ୍ର କ୍ୟାମ୍ପସ ରହିଛି ।ଆପଣ ନିଜ ପୁଅ କିମ୍ବା ଝିଅ ର +2 Science ରେ ନାମ ଲେଖେଇବା ପାଇଁ ଆମ କଲେଜ କ୍ୟାମ୍ପସ କୁ ପରିଦର୍ଶନ କରନ୍ତୁ ।
OUR 2021 RESULTS :
Appeared - 184,
Pass - 100%,
1st Div - 137,
2nd Div - 42,
3rd Div - 5,
90% above - 3,
85% marks above - 17,
80% marks above - 33,
ADDRESS FOR CORRESPONDENCE :
RESIDENTIAL CAMPUS:
Bhabinarayanpur,
(Nearer To Pokadibandha Junction/Dura Junction).
DAYSCHOLAR CAMPUS CUM CITY OFFICE :
New Bus Stand Road,
Brahma Nagar Square,
Berhampur.
Mob : 9040300400,9040300500,9040300200,9040200100,9040300100.