Shastriji Mahila Vidyaniketan

Shastriji Mahila Vidyaniketan Contact information, map and directions, contact form, opening hours, services, ratings, photos, videos and announcements from Shastriji Mahila Vidyaniketan, Kalyan Nagar, Parmanandpur, Bhawanipatna.

SMV was founded to bridge the educational gap in the backward districts Recognizing that women’s empowerment begins with access to quality instruction.Today, it stands as uniquely positioned as Western Odisha only residential school exclusively for girls.

Lights, Leheriya and Limitless Dreams. Shambharee with our girls in full bloom.
01/12/2025

Lights, Leheriya and Limitless Dreams. Shambharee with our girls in full bloom.

  2k25
06/11/2025

2k25

Congratulations to MISS SUBHADARSHINI BERUK for achieving 1st position in the debate competition on the occasion of 76th...
03/11/2025

Congratulations to MISS SUBHADARSHINI BERUK for achieving 1st position in the debate competition on the occasion of 76th foundation day of kalahandi 🥳🎉

World su***de prevention day 2025
17/09/2025

World su***de prevention day 2025

05/03/2025
ତା:୨୧/୦୧/୦୨୫ରିଖ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମତିଥିରେ ଆମ ମହାବିଦ୍ୟାଳୟ ଛାତ୍ରୀମାନେ ମ. ରାମପୁର ସ୍ଥିତ ରାମକୃଷ୍ଣ ଆଶ୍ରମର ବୃଦ୍ଧାଶ୍ରମରେ ସ...
23/01/2025

ତା:୨୧/୦୧/୦୨୫ରିଖ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମତିଥିରେ ଆମ ମହାବିଦ୍ୟାଳୟ ଛାତ୍ରୀମାନେ ମ. ରାମପୁର ସ୍ଥିତ ରାମକୃଷ୍ଣ ଆଶ୍ରମର ବୃଦ୍ଧାଶ୍ରମରେ ସେବା ଓ ଫଳ ବଣ୍ଟନ କରିଥିଲେ।

ତା-୧୯/୧୧/୨୦୨୪ରିଖ ଦିନ ଆୟୋଜିତ ମହାରାଣୀ ଲକ୍ଷ୍ମୀବାଇ ଜୟନ୍ତୀ, ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ   *ସ୍ଥାପନା* ଓ ବିଜ୍ଞାନ ମେଳାର  କି...
10/12/2024

ତା-୧୯/୧୧/୨୦୨୪ରିଖ ଦିନ ଆୟୋଜିତ ମହାରାଣୀ ଲକ୍ଷ୍ମୀବାଇ ଜୟନ୍ତୀ, ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ *ସ୍ଥାପନା* ଓ ବିଜ୍ଞାନ ମେଳାର କିଛ ସ୍ମୃତିମୟ ଦୃଶ୍ୟ।ଏଥର ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଦମୟନ୍ତି ବେଶ୍ରା, ମୁଖ୍ୟବକ୍ତା ଅର୍ଗସର ସ୍ୱତନ୍ତ୍ର ପ୍ରତିନିଧି ସତରୂପା ସାମନ୍ତରାଏ ସଭାପତି ଭାବେ ଶିକ୍ଷାବିତ ଜୟରାମ ସାହୁ ଓ ଅନୁଷ୍ଠାନର ଅଧ୍ୟକ୍ଷା ନମିତା ସାହୁ ମଞ୍ଚାସିନ ଥିଲେ।

୧୫/୦୮/୨୦୨୪ରିଖ ଶାସ୍ତ୍ରୀଜି ମହିଳା ମହାବିଦ୍ୟାଳୟ ପରିସରରେ ୭୮ତମ ସ୍ୱାଧୀନତା ଦିବସ ଓ ୧୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଅବସରପ୍ରାପ୍ତ ...
16/08/2024

୧୫/୦୮/୨୦୨୪ରିଖ ଶାସ୍ତ୍ରୀଜି ମହିଳା ମହାବିଦ୍ୟାଳୟ ପରିସରରେ ୭୮ତମ ସ୍ୱାଧୀନତା ଦିବସ ଓ ୧୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟରାମ ସାହୁ ସକାଳ ୭.୩୦ରେ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସକାଳ୯.୩୦ରେ ଅନୁଷ୍ଠିନର ପରିଚାଳନା କମିଟି ଅଧ୍ୟକ୍ଷ୍ୟା ଶ୍ରୀମତୀ ନମିତା ସାହୁ 'ମା ପାଇଁ ଗଛଟିଏ'କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଛାତ୍ରୀମାନଙ୍କସହ ବୃକ୍ଷ ରୋପଣ କରି ଛାତ୍ରୀମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବୁଝାଇଥିଲେ। ସନ୍ଧ୍ୟା ୬ଟାରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Address

Kalyan Nagar, Parmanandpur
Bhawanipatna
766002

Opening Hours

Monday 7am - 5pm
Tuesday 7am - 5pm
Wednesday 7am - 5pm
Thursday 7am - 5pm
Friday 7am - 5pm
Saturday 7am - 5pm

Telephone

+917008789936

Alerts

Be the first to know and let us send you an email when Shastriji Mahila Vidyaniketan posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to Shastriji Mahila Vidyaniketan:

Share