25/07/2026
ଜୟ ଜଗନ୍ନାଥ
ପବିତ୍ର ସୁନା ବେଶ
ପବିତ୍ର ସୁନା ବେଶ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଭରିଦେଉ।
ଶୁଭ ସୁନା ବେଶର ହାର୍ଦ୍ଦିକ ଶୁଭେଚ୍ଛା।