ABVP Odisha

ABVP Odisha This is the official page of Akhil Bharatiya Vidyarthi Parishad (ABVP) Odisha State Unit — The World’s Largest Student Organisation
(218)

Akhil Bhartiya Vidyarthi Parishad, popularly known as ABVP, the largest student organisation in the country, working on the vast canvas of national reconstruction with educational field as the launching pad. The biggest non-party and nationalist student organisation established in 1949, through diverse constructive-agitational-representational activities and with its focus on Knowledge- Character-

Unity and with its firm belief that Student power- Nation power, ABVP regenerates self confidence and pride of youths in the enriched heritage of our motherland and committed to make this nation stand at par with any forward nation of the Globe.

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଘୋଷଣା ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାକୁ...
25/08/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଘୋଷଣା ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାକୁ ନେଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଳପତିଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।



ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଓ ମହାବିଦ୍ୟାଳୟର ଅନ୍ୟାନ୍ୟ ...
25/08/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଓ ମହାବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାକୁ ନେଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।



ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯାଜପୁର ଜିଲ୍ଲା ସୁକିନ୍ଦା ନଗର ତରଫରୁ ଆଜି ସୁକିନ୍ଦା ମହାବିଦ୍ୟାଳୟ  ରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆର...
25/08/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯାଜପୁର ଜିଲ୍ଲା ସୁକିନ୍ଦା ନଗର ତରଫରୁ ଆଜି ସୁକିନ୍ଦା ମହାବିଦ୍ୟାଳୟ ରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଓ ବିଶ୍ୱବିଦ୍ୟାଳୟର ଅ...
25/08/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାକୁ ନେଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଳପତିଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।



ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ଜିଲ୍ଲା ତରଫରୁ ପ୍ରାଣ ନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଶାଖା ଦ୍ୱାରା ଛାତ୍ର ସଂସଦ ନିର୍ବାଚନ ଘୋଷଣ...
24/08/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ଜିଲ୍ଲା ତରଫରୁ ପ୍ରାଣ ନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଶାଖା ଦ୍ୱାରା ଛାତ୍ର ସଂସଦ ନିର୍ବାଚନ ଘୋଷଣା ଓ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ଦାବିପତ୍ର ପ୍ରଦାନ ପୂର୍ବରୁ ସମସ୍ୟା ଗୁଡ଼ିକୁ ନେଇ ଦସ୍ତଖତ ସଂଗ୍ରହ ଅଭିଯାନ ମଧ୍ୟ କରାଯାଇଥିଲା।



ଫକୀମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଘୋଷଣା, ପରିଚାଳନା ସମ...
24/08/2026

ଫକୀମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଘୋଷଣା, ପରିଚାଳନା ସମିତି ପୁନର୍ଗଠନ ଓ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ କୁଳପତିଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଗଲା ।



ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଘୋଷଣା, ପରିଚାଳନା ସମିତି ପୁନର୍ଗ...
24/08/2026

ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ଘୋଷଣା, ପରିଚାଳନା ସମିତି ପୁନର୍ଗଠନ ଓ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ କୁଳପତିଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଗଲା ।



ରାଷ୍ଟ୍ରବାଦୀ ଛାତ୍ରନେତା ଅଂଶୁମାନ ପାତ୍ରଙ୍କ ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଏବିଭିପି ଓଡ଼ିଶା ପରିବାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍...
23/08/2026

ରାଷ୍ଟ୍ରବାଦୀ ଛାତ୍ରନେତା ଅଂଶୁମାନ ପାତ୍ରଙ୍କ ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଏବିଭିପି ଓଡ଼ିଶା ପରିବାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି।
ଓଁ ଶାନ୍ତି!

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବିଶିଷ୍ଟ ଏବଂ ସୁପ୍ରତିଷ୍ଠିତ ଗାୟକ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ। ଓଡ଼ିଆ ସଙ୍...
22/08/2026

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ବିଶିଷ୍ଟ ଏବଂ ସୁପ୍ରତିଷ୍ଠିତ ଗାୟକ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ। ଓଡ଼ିଆ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ଅତୁଲନୀୟ। ତାଙ୍କର ଅମର ସ୍ୱର ଓ ସଙ୍ଗୀତ ସଦାସର୍ବଦା ସମସ୍ତଙ୍କ ହୃଦୟରେ ଜୀବନ୍ତ ରହିବ।

ଭଗବାନ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବାକୁ ଧୈର୍ଯ୍ୟ ଦିଅନ୍ତୁ।



ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯାଜପୁର ଜିଲ୍ଲା ତରଫରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇ ଯାଇଛ...
16/08/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯାଜପୁର ଜିଲ୍ଲା ତରଫରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇ ଯାଇଛି ।ଏହି ତ୍ରିରଙ୍ଗା ଯାତ୍ରାରେ ଶତାଧିକ ଛାତ୍ର ଛାତ୍ରୀ ଏହି ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ ।ଏହି କାର୍ଯକ୍ରମରେ ରାଜ୍ୟ ସମ୍ପାଦକ ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ ଉପସ୍ଥିତ ଥିଲେ ।



Address

259, BDA Duplex, Baramunda
Bhubaneswar
751003

Alerts

Be the first to know and let us send you an email when ABVP Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to ABVP Odisha:

Shortcuts

Share