07/09/2026
ସେଣ୍ଟୁରିଆନ୍ ୟୁନିଭର୍ସିଟିରେ ଶିକ୍ଷା କେବଳ ପୁସ୍ତକରେ ସୀମିତ ନୁହେଁ—ଏଠାରେ ଛାତ୍ରଛାତ୍ରୀମାନେ ହାତେକଲମେ ଶିଖି ନିଜ ଦକ୍ଷତାକୁ ବାସ୍ତବ କର୍ମକ୍ଷେତ୍ର ପାଇଁ ପ୍ରସ୍ତୁତ କରନ୍ତି। ବର୍ଷ ବର୍ଷର ପରିଶ୍ରମ, ଅଭିଜ୍ଞତା ଓ ଉତ୍ସର୍ଗରେ ଗଢ଼ିଉଠିଥିବା ଏହି ଅନୁଷ୍ଠାନ ଆଜି ଓଡ଼ିଶା ସହ ରାଜ୍ୟ ବାହାରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଦକ୍ଷତାଭିତ୍ତିକ ଶିକ୍ଷା • ପ୍ରାୟୋଗିକ ଅନୁଭବ • ସୁଦୃଢ଼ ଭବିଷ୍ୟତ