02/05/2026
ଈଶ୍ୱର ଙ୍କ ଠୁଁ ଉର୍ଦ୍ଧ ରେ "ମା" 🙏🥹😭😭
ଏହି ଭୟଙ୍କର ଦୃଶ୍ୟ ମଧ୍ୟରେ ଜଣେ ମାଆର ପ୍ରେମ ଅମର ହୋଇଗଲା । ସେହି ମା,ଯିଏ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜ ସନ୍ତାନକୁ ଛାତିରେ ଜାବୁଡି ରଖିଥିଲେ । ଯିଏ ନିଜ ଜୀବନକୁ ଖାତିର ନକରି କେବଳ ଗୋଟିଏ ଚେଷ୍ଟା କରିଥିଲେ ନିଜ ପିଲାକୁ ସୁରକ୍ଷିତ ରଖିବା ପାଇଁ। ଏହି ଦୁର୍ଘଟଣା ଆମକୁ କନ୍ଦାଇ ଦେଇଛି, କିନ୍ତୁ ସାଙ୍ଗରେ ମମତାର ଏପରି ଏକ ନିଦର୍ଶନ ଦେଖାଇ ଦେଇଛି, ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ।
ଓଁ ଶାନ୍ତି 🙏😭