ABVP Ravenshaw University

ABVP Ravenshaw University Education For Life, Life For Nation
ABVP For Society

Ravenshaw University is the oldest University College in Odisha and ABVP is the largest organisation serving the students of Ravenshaw University and Spreading love for country .

ଭାରତୀୟ ମୁକ୍ତି ସଂଗ୍ରାମର ମହାନ ଜନନାୟକ, ଆବାଳବୃଦ୍ଧବନିତାଙ୍କ ପ୍ରେରଣାର ଉତ୍ସ ତଥା ଓଡ଼ିଶା ମାଟିର ଗୈାରବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବ...
23/01/2023

ଭାରତୀୟ ମୁକ୍ତି ସଂଗ୍ରାମର ମହାନ ଜନନାୟକ, ଆବାଳବୃଦ୍ଧବନିତାଙ୍କ ପ୍ରେରଣାର ଉତ୍ସ ତଥା ଓଡ଼ିଶା ମାଟିର ଗୈାରବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ଏବିଭିପି ରେଭେନ୍ସା ପକ୍ଷରୁ ଶ୍ରଦ୍ଧାସୁମନ ଜ୍ଞାପନ କରାଯିବା ସହିତ ଭାରତ ମାତାର ଦୁଇ ସୁଯୋଗ୍ୟ ସନ୍ତାନଙ୍କ ଅବଦାନ ନେଇ ଆଲୋଚନା କରାଯାଇଛି।

ଜାନୁୟାରୀ ୧୨ ରାଷ୍ଟ୍ରୀୟ ଯୁବକ ଦିବସ ତଥା ସ୍ବାମୀ ବିବୋନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ABVP ଦ୍ଵାରା ରେଭେନ୍ସା ବିଶ୍ଵବିଦ୍ୟାଳୟରେ ବିଭିନ୍ନ ପ୍ରତ...
10/01/2023

ଜାନୁୟାରୀ ୧୨ ରାଷ୍ଟ୍ରୀୟ ଯୁବକ ଦିବସ ତଥା ସ୍ବାମୀ ବିବୋନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ABVP ଦ୍ଵାରା ରେଭେନ୍ସା ବିଶ୍ଵବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

This is hereby to notify that, on the 160th birth anniversary of Swami Vivekananda, a great philosopher and a famous ved...
06/01/2023

This is hereby to notify that, on the 160th birth anniversary of Swami Vivekananda, a great philosopher and a famous vedanta scholar, ABVP Ravenshaw University is going to be organising a competition on 10th of January 2023, in university premises.

Interested individuals kindly click on the link given below 👇🏻

https://forms.gle/4sj3XbDL8SZ76mS8A

Register by:- 9th January 2023

For more information, contact;
Seema- 9861997796
Sipak- 6370690759
Sagar- 9348955813

ରେଭେନ୍ସା ବିଶ୍ଵବିଦ୍ୟାଳୟର ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା କୁଳପତିଙ୍କୁ ABVP ର ନୂତନ ବର୍ଷର ଡାଏରୀ ପ୍ରଦାନ କରାଯାଇଛି...
04/01/2023

ରେଭେନ୍ସା ବିଶ୍ଵବିଦ୍ୟାଳୟର ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା କୁଳପତିଙ୍କୁ ABVP ର ନୂତନ ବର୍ଷର ଡାଏରୀ ପ୍ରଦାନ କରାଯାଇଛି।

ଅନୁଗୁଳଠାରେ ଅନୁଷ୍ଠିତ ହୋଇଥିବା ୪୭ତମ ରାଜ୍ୟ ଅଧିବେଶନରେ ନୂତନ ଦାୟିତ୍ବ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭନନ...
28/12/2022

ଅନୁଗୁଳଠାରେ ଅନୁଷ୍ଠିତ ହୋଇଥିବା ୪୭ତମ ରାଜ୍ୟ ଅଧିବେଶନରେ ନୂତନ ଦାୟିତ୍ବ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭନନ୍ଦନ।

ଆଗାମୀ ୪୭ତମ ରାଜ୍ୟ ଅଧିବେଶନ ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା କେମ୍ପସ ପରିସରରେ ପୋଷ୍ଟରିଂ କରାଯାଇଛି।
18/12/2022

ଆଗାମୀ ୪୭ତମ ରାଜ୍ୟ ଅଧିବେଶନ ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା କେମ୍ପସ ପରିସରରେ ପୋଷ୍ଟରିଂ କରାଯାଇଛି।

15/11/2022

ଧର୍ମରକ୍ଷା ଓ ସ୍ୱତନ୍ତ୍ରତା ଆନ୍ଦୋଳନର ମହାନ ଯୋଦ୍ଧା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ର ହାର୍ଦ୍ଦିକ ଶୁଭେଚ୍ଛା।

ଏବିଭିପି ରେଭେନ୍ଶା ବିଶ୍ଵବିଦ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା "ଜନଜାତୀୟ ଗୈାରବ ଦିବସ" ଅବସରରେ ମହାନ ବିପ୍ଳବୀ ତଥା ଜନଜାତି ଜନନାୟକ ଭଗବା...
15/11/2022

ଏବିଭିପି ରେଭେନ୍ଶା ବିଶ୍ଵବିଦ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା "ଜନଜାତୀୟ ଗୈାରବ ଦିବସ" ଅବସରରେ ମହାନ ବିପ୍ଳବୀ ତଥା ଜନଜାତି ଜନନାୟକ ଭଗବାନ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଜୟନ୍ତୀ ପାଳନ କରାଯାଇଛି। ଭାରତର ମୁକ୍ତି ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀର ନେତୃତ୍ବ, ସଂଘର୍ଷ, ତ୍ୟାଗ ଏବଂ ବଳିଦାନ ଯୁବବର୍ଗଙ୍କ ପାଇଁ ସର୍ବଦା ପ୍ରେରଣାଦାୟୀ।
#ଜନଜାତୀୟ_ଗୈାରବ_ଦିବସ

ଚଳିତ ବର୍ଷ ଶିକ୍ଷ୍ୟା ବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରେଭେନ୍ସା ବିଶ୍ଵବିଦ୍ୟାଳୟ କେମ୍ପସ ଶାଖା ଗଠନ ହୋଇଯାଇଛି। ସଭାପତି ଭାବେ ସ...
31/10/2022

ଚଳିତ ବର୍ଷ ଶିକ୍ଷ୍ୟା ବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରେଭେନ୍ସା ବିଶ୍ଵବିଦ୍ୟାଳୟ କେମ୍ପସ ଶାଖା ଗଠନ ହୋଇଯାଇଛି। ସଭାପତି ଭାବେ ସାଗର ଗୋଚ୍ଛାୟତ ଏବଂ ସମ୍ପାଦକ ଭାବେ ସିପକ କୁମାର ଜେନାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

On the eve of   ABVP Ravenshaw University karyakarta distributed sweets to security personnel.
24/10/2022

On the eve of ABVP Ravenshaw University karyakarta distributed sweets to security personnel.

Address

Ravenshaw University
Cuttack

Telephone

+918093384806

Website

Alerts

Be the first to know and let us send you an email when ABVP Ravenshaw University posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to ABVP Ravenshaw University:

Share