babul Kumar

babul Kumar Contact information, map and directions, contact form, opening hours, services, ratings, photos, videos and announcements from babul Kumar, College & University, odisha, Cuttack.

18/05/2026
ପ୍ରଦୀପ ଭାଇ ଙ୍କ ସାନ ଭାଇ ଵିଵାହ ଉତ୍ସବ ରେ ଖଲର୍ଦା ପଞ୍ଚାୟତ ସଭାପତି ସୁକୁମାର ନାୟକ ଙ୍କ ସମେତ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସହ ବିବା...
17/05/2026

ପ୍ରଦୀପ ଭାଇ ଙ୍କ ସାନ ଭାଇ ଵିଵାହ ଉତ୍ସବ ରେ ଖଲର୍ଦା ପଞ୍ଚାୟତ ସଭାପତି ସୁକୁମାର ନାୟକ ଙ୍କ ସମେତ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସହ ବିବାହ ଅଭ୍ୟର୍ଥନା ଉତ୍ସବରେ ଯୋଗଦେଇ ଉଭୟ ନବ ଦମ୍ପତ୍ତିଙ୍କ ମଙ୍ଗଳମୟ ବୈବାହିକ ଜୀବନ ନିମନ୍ତେ କାମନା କଲୁ l

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କଣ୍ଟାପଡ଼ା ବ୍ଳକର ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଅବସରରେ ଯୋଗ ଦ...
19/04/2026

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଣ୍ଟାପଡ଼ା ବ୍ଳକର ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଅବସରରେ ଯୋଗ ଦେଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଆଳି ର ଲୋକ ପ୍ରିୟ ବିଧାୟକ ଶ୍ରୀ ଛବି ମଲ୍ଲିକ, ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି।🙏🙏

30/10/2024

Address

Odisha
Cuttack
753011

Telephone

+918908634959

Website

Alerts

Be the first to know and let us send you an email when babul Kumar posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to babul Kumar:

Share