Abvp Balikuda Nagar

Abvp Balikuda Nagar ABVP(Akhil Bharatiya Vidyarthi Parisad)
Balikuda Nagar
knowledge// Character //Unity

18/11/2022


ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ନଗର ତରଫରୁ ଆଗାମୀ ନଗର ସମିଳନୀ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହ...
11/11/2022

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ନଗର ତରଫରୁ ଆଗାମୀ ନଗର ସମିଳନୀ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଜିଲ୍ଲା ସଂଯୋଜକ ବିଶ୍ୱଜିତ ରାୟ ଓ ନଗର ସମ୍ପାଦକ କପିଳ ଚରଣ ସ୍ୱାଇଁ ଓ ନଗର ବିସ୍ତାରକ ଦେବାଶିଷ ଦାଶ, ଓ ସମସ୍ତ ନଗର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଜଗତସିଂହପୁର ନଗର ତରଫରୁ କାର୍ତ୍ତିକ ଓରାମ ଓ ପାଇକ ବିଦ୍ରୋହର ଜନନାୟକ ବକ୍ସି ଜଗବନ୍ଧୁଙ୍କ ଜନ୍ମଜୟନ୍ତ୍...
29/10/2022

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଜଗତସିଂହପୁର ନଗର ତରଫରୁ କାର୍ତ୍ତିକ ଓରାମ ଓ ପାଇକ ବିଦ୍ରୋହର ଜନନାୟକ ବକ୍ସି ଜଗବନ୍ଧୁଙ୍କ ଜନ୍ମଜୟନ୍ତ୍ରି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପ୍ରାଗଂଣରେ ପାଳନ ହୋଇଯାଇଛି । of Kartik oraon. of Baxi jagabandhu. Jagatsinghpur.

ଆଜି ଏବିଭିପି ଜଗତସିଂହପୁର ନଗର ତରଫରୁ ମହାନ ସମାଜସେବିକା, ସ୍ଵାମୀ ବିବେକାନନ୍ଦଙ୍କ ପ୍ରମୁଖ ଶିଷ୍ୟା ତଥା ସେବା ଓ ତ୍ୟାଗର ଅନନ୍ୟ ଉଦାହରଣ ଭଗିନ...
28/10/2022

ଆଜି ଏବିଭିପି ଜଗତସିଂହପୁର ନଗର ତରଫରୁ ମହାନ ସମାଜସେବିକା, ସ୍ଵାମୀ ବିବେକାନନ୍ଦଙ୍କ ପ୍ରମୁଖ ଶିଷ୍ୟା ତଥା ସେବା ଓ ତ୍ୟାଗର ଅନନ୍ୟ ଉଦାହରଣ ଭଗିନୀ ନିବେଦିତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ କୋଚିଙ୍ଗ ସେଣ୍ଟର ରେ (ବର୍ତ୍ତମାନ ସମାଜରେ ନାରୀର ଭୂମିକା) ଉପରେ ଏକ ଭାଷଣ ପ୍ରତିଯୋଗିତା କରାଯାଇଥିଲା ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା


ସତ୍ୟ ନାରାୟଣ ସ୍ୱାଇଁ ହେଲେ ଏବିଭିପି ବାଲିକୁଦା ମହାବିଦ୍ୟାଳୟ ର କ୍ୟାମ୍ପସ ୟୁନିଟ ସଭାପତି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର...
18/10/2022

ସତ୍ୟ ନାରାୟଣ ସ୍ୱାଇଁ ହେଲେ ଏବିଭିପି ବାଲିକୁଦା ମହାବିଦ୍ୟାଳୟ ର କ୍ୟାମ୍ପସ ୟୁନିଟ ସଭାପତି

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ତରଫରୁ ବାଲିକୁଦା ନଗରରେ ଅବସ୍ଥିତ ବାଲିକୁଦା ମହାବିଦ୍ୟାଳୟ ରେ ଚଳିତ ଶିକ୍ଷା ବର୍ଷ ପାଇଁ କ୍ୟାମ୍ପସ ଶାଖା ଗଠନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସହ ସଂଯୋଜକ କେବି ପ୍ରିୟତୋଷ ଭାଇ ଉପସ୍ଥିତ ରହି ଏବିଭିପି ର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ବକ୍ତବ୍ୟ ରଖିଥିଲେ ଓ ସଭାପତି ରୂପେ +3 ର ଛାତ୍ର ସତ୍ୟନାରାୟଣ ସ୍ୱାଇଁ ଙ୍କୁ ମୋନାନୀତ କରାଯାଇଥିଲା ଉପସଭାପତି ରଶ୍ମିରଂଜନ ସାହୁ, ସମ୍ପାଦକ ଶାଶ୍ୱତ ପ୍ରଧାନ, ସହ ସମ୍ପାଦକ ଦୀପକ ସ୍ୱାଇଁ ଙ୍କ ସମେତ ବିଭିନ୍ନ ଦାଇତ୍ୱ ରେ 30 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ଓ ଶେଷରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବାଦଲ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ



ଓଡ଼ିଶାର ବିଭିନ୍ନ କ୍ୟାମ୍ପସରେ ଏବିଭିପିର ସଦସ୍ୟତା ଅଭିଯାନ ଜାରି ରହିଛି। ୧୫ ଅକ୍ଟୋବରରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ବିଶ୍ଵର ସର୍ବ ବୃହତ୍ ଛାତ୍ର...
18/10/2022

ଓଡ଼ିଶାର ବିଭିନ୍ନ କ୍ୟାମ୍ପସରେ ଏବିଭିପିର ସଦସ୍ୟତା ଅଭିଯାନ ଜାରି ରହିଛି। ୧୫ ଅକ୍ଟୋବରରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ବିଶ୍ଵର ସର୍ବ ବୃହତ୍ ଛାତ୍ର ସଙ୍ଗଠନ ଏବିଭିପିର ବିଶେଷ ସଦସ୍ୟତା ଅଭିଯାନରେ ସାମିଲ ହୋଇ ରାଷ୍ଟ୍ରସେବାରେ ବ୍ରତୀ ହେବାର ସୌଭାଗ୍ୟ ଅର୍ଜନ କରନ୍ତୁ।

17/10/2022

ଭାରତ ରତ୍ନ ମିଶାଇଲ ମ୍ୟାନ୍ ଡଃ ଏପିଜେ ଅବଦୁଲ କଲାମ ଜି ଙ୍କ ଜନ୍ମ ଜୟନ୍ତୀ ଅବସରରେ ଏବିଭିପି ଜଗତସିଂହପୁର ନଗର୍ ଶାଖା ପକ୍ଷରୁ ସ୍ଥାନୀୟ ଏକ ଛାତ...
15/10/2022

ଭାରତ ରତ୍ନ ମିଶାଇଲ ମ୍ୟାନ୍ ଡଃ ଏପିଜେ ଅବଦୁଲ କଲାମ ଜି ଙ୍କ ଜନ୍ମ ଜୟନ୍ତୀ ଅବସରରେ ଏବିଭିପି ଜଗତସିଂହପୁର ନଗର୍ ଶାଖା ପକ୍ଷରୁ ସ୍ଥାନୀୟ ଏକ ଛାତ୍ର ବାସ ରେ ପାଳନ କରାଯିବା ସହିତ କାଲାମ ଙ୍କ ଜୀବନି ଉପରେ ସଂକ୍ଷିପ୍ତ ଆଲୋଚନା କରାଯିବା ସହିତ ଶେଷରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା

Address

Jagatsinghpur
754119

Telephone

+919861011040

Website

Alerts

Be the first to know and let us send you an email when Abvp Balikuda Nagar posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to Abvp Balikuda Nagar:

Share