24/06/2024
ଏବିଭିପି ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ସହ-ସଂଯୋଜକ ୰ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା ଆଜି ଇହଲୀଳା ସମ୍ବରଣ କରିଛନ୍ତି। ଏବିଭିପି ଜଗତସିଂହପୁର ତରଫରୁ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ।
ଓଁ ଶାନ୍ତି!