Panchayat Samiti Degree College, Jharbandh, Bargarh

Panchayat Samiti Degree College, Jharbandh, Bargarh Information about Panchayat Samiti JR.& degree College, Jharbandh . This page is not official. Knowledge is Power.

03/02/2026

ବିବାହ ଯୋଗ୍ୟା କନ୍ୟାଙ୍କ ସ୍ୱପ୍ନକୁ ମିଳିବ ସମର୍ଥନ, ପିତାମାତାଙ୍କ ଭାର ହେବ ହ୍ରାସ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଣିବ ଝିଅ ମୁହଁରେ ନୂଆ ହସ ।



CMO Odisha Prabhati Parida Ministry of Women & Child Development, Government of India Information & Public Relations Department, Government of Odisha Subhadra Odisha Mission Shakti Odisha National Commission for Women Ganjam District Magistrate

17/12/2025
14/08/2025
15/01/2025

#ଗାଡ଼ି_ଚଲାଇବା_ପିଲାଖେଳ_ନୁହେଁ
ନାବାଳକ/ନାବାଳିକାମାନେ ମୋଟର ଯାନ ଚଲାଇ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଅଭିଭାବକମାନେ ମଧ୍ୟ ଏ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ। ନ ହେଲେ ସାରା ଜୀବନ ଅନୁତାପ କରିବାକୁ ପଡ଼ିପାରେ।
ଏବଂ ମନେରଖନ୍ତୁ, ମୋଟର ଯାନ ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ମଧ୍ୟ।


fans

02/01/2025

ମତୁଆଲା ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତୁ ନାହିଁ।
ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ।

ଆପଣଙ୍କ ସାମାନ୍ୟ ଭୁଲ୍, ସବୁ ଖୁସିକୁ ଦୁଃଖରେ ପରିଣତ କରିଦେଇପାରେ !

Commerce & Transport Department Government of Odisha

10/10/2024

ସଡ଼କ ସୁରକ୍ଷା ନାଁରେ ବେଆଇନ ଭାବେ କେହି ଅର୍ଥ ଆଦାୟ କରୁଥିଲେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ଅନୁରୋଧ କରାଯାଉଛି । ସୁନ୍ଦରଗଡ଼ରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ RTOଙ୍କୁ ପରିବହନ ଆୟୁକ୍ତ ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି ।
Commerce & Transport Department Government of Odisha Information & Public Relations Department, Government of Odisha

08/06/2024

Address

Jharbandh
768042

Opening Hours

Monday 8am - 5pm
Tuesday 8am - 5pm
Wednesday 8am - 5pm
Thursday 8am - 5pm
Friday 8am - 5pm
Saturday 8am - 5pm

Telephone

9777090736

Alerts

Be the first to know and let us send you an email when Panchayat Samiti Degree College, Jharbandh, Bargarh posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to Panchayat Samiti Degree College, Jharbandh, Bargarh:

Shortcuts

Share