Bhairab Degree Mahavidyalaya, Borigumma, Koraput, Odisha

Bhairab Degree Mahavidyalaya, Borigumma, Koraput, Odisha Department of History

Date : 20/04/2026ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହିତ ଚିତ୍ରକୁଟ ଏବଂ ତିରତଗଡ଼ର ସ୍ମୃତି(session -2023-26).ମୁଁ ସେମାନ...
20/04/2026

Date : 20/04/2026
ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହିତ ଚିତ୍ରକୁଟ ଏବଂ ତିରତଗଡ଼ର ସ୍ମୃତି(session -2023-26).

ମୁଁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି।

memories of 6th semester Department of History project evaluation time at S.L.N Degree Mahavidyalaya, Boipariguda on 31 ...
31/03/2026

memories of 6th semester Department of History project evaluation time at S.L.N Degree Mahavidyalaya, Boipariguda on 31 march 2026.

ଇତିହାସ ବିଭାଗ ଦ୍ୱାରା 30 ମାର୍ଚ୍ଚ 2026 ରେ 6ଷ୍ଠ ସେମିଷ୍ଟର ସେମିନାର ସହ ପ୍ରକଳ୍ପ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।24 ଜଣ ଛା...
30/03/2026

ଇତିହାସ ବିଭାଗ ଦ୍ୱାରା 30 ମାର୍ଚ୍ଚ 2026 ରେ 6ଷ୍ଠ ସେମିଷ୍ଟର ସେମିନାର ସହ ପ୍ରକଳ୍ପ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
24 ଜଣ ଛାତ୍ରଛାତ୍ରୀ ସେମାନଙ୍କର ପ୍ରକଳ୍ପ ପତ୍ର ଉପସ୍ଥାପନ କରିଥିଲେ।
ବାହ୍ୟ ପରୀକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବକ୍ସି ଇତିହାସର ଅଧ୍ୟାପକ ସହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ, ବୋଇପାରିଗୁଡ଼ା.
ସେମାନଙ୍କର ପ୍ରକଳ୍ପ ପତ୍ର ମୂଲ୍ୟାଙ୍କନ କରିଛନ୍ତି।
ଏହି କାର୍ଯୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଡକ୍ଟର ସୌମେଦ୍ର କୁମାର ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବରେ ଏହି କଲେଜର ଅର୍ଥନୀତି ବିଭାଗର H.O.D. ଡକ୍ଟର ସଦାଶିବ ତ୍ରିପାଠି ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଲନା କରିଥିଲେ H.O.D ଇତିହାସ ବିଭାଗ ଶ୍ରୀ ଭି ଚିରଞ୍ଜିବୀ ପଟ୍ଟନାୟକ।

ସୂଚନାଅଜିମ ପ୍ରେମଜୀ ଛାତ୍ରବୃତ୍ତି ଆବେଦନର ଶେଷ ତାରିଖ 30/09/2025।ପ୍ରଥମ ବର୍ଷର ବାଳିକା ଛାତ୍ରୀଙ୍କ ପାଇଁ ସେସନ୍ 2025-26ଯେଉଁମାନେ ଏଥିପାଇ...
18/09/2025

ସୂଚନା

ଅଜିମ ପ୍ରେମଜୀ ଛାତ୍ରବୃତ୍ତି ଆବେଦନର ଶେଷ ତାରିଖ 30/09/2025।

ପ୍ରଥମ ବର୍ଷର ବାଳିକା ଛାତ୍ରୀଙ୍କ ପାଇଁ
ସେସନ୍ 2025-26

ଯେଉଁମାନେ ଏଥିପାଇଁ ଆବେଦନ କରିବେ,ସେମାନେ କାର୍ଯ୍ୟାଳୟରେ acknowledgement copy ଦାଖଲ କରିବେ।

ନୋଡାଲ ଅଧିକାରୀ
ଛାତ୍ରବୃତ୍ତି ବିଭାଗ

Share,like & follow the page

An initiative to support girl students to pursue their college education Register (New Applicants Cohort 2025) Login (Already Registered Applicants) The Azim Premji Scholarship is a part of the Azim Premji Foundation’s commitment to improving the quality and equity of education in India. The initi...

Department of History Final year students with staff
18/03/2025

Department of History
Final year students with staff

Dear studentsIf you are in the age group of 21-24If you are not in regular job or regular study?If your parent's income ...
05/03/2025

Dear students

If you are in the age group of 21-24

If you are not in regular job or regular study?

If your parent's income is less than 8 lakhs per annum

If your parents are not in Govt. job

Then you are eligible to get the benefits of PM INTERNSHIP SCHEME 2 and can earn more than 60,000/- per annum.

There is also a possibility of a regular job after the said intern programme.

A golden opportunity for the young stars dreaming for the limit of sky.

Please visit the given link for guidance on the registration.

https://youtu.be/0QQjAvzXX1M?si=uDdG_jtwRT5En3YQ

LAST DATE OF REGISTRATION 12.03.2025

Link for registration :

https://pminternship.mca.gov.in/login/

Principal
Bhairab Degree Mahavidyalaya Borigumma

Date : 28/01/2025Vikram Dev University LEC visit. team members are Dr Sagarika  Mishra, Sri Sachin Kumar Nayak and Dr Uj...
28/01/2025

Date : 28/01/2025
Vikram Dev University LEC visit. team members are Dr Sagarika Mishra, Sri Sachin Kumar Nayak and Dr Ujwal Kumar Sadangi.

ଇତିହାସ ବିଭାଗ ଛାତ୍ରଛାତ୍ରୀମାନେ ଆଜି ତା ୨୪/୧୨/୨୦୨୪ ରିଖ ମହାବିଦ୍ୟାଳୟର ବସ୍ ଷ୍ଟପ ସଫା କରିଛନ୍ତି | ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ର...
24/12/2024

ଇତିହାସ ବିଭାଗ ଛାତ୍ରଛାତ୍ରୀମାନେ ଆଜି ତା ୨୪/୧୨/୨୦୨୪ ରିଖ ମହାବିଦ୍ୟାଳୟର ବସ୍ ଷ୍ଟପ ସଫା କରିଛନ୍ତି | ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ | ସ୍ୱଚ୍ଛ ଓ ପରିଷ୍କାର କ୍ୟାମ୍ପସ କରିବା ଆମ ଲକ୍ଷ୍ୟ |

ବୋରିଗୁମ୍ମା: ଭୈରବ ସ୍ନାତକ ମହାବିଦ୍ୟାଳୟରେ 75 ତମ ବନମହୋତ୍ସବ ପାଳିତ।"ଗୋଟିଏ ଗଛ ମାଙ୍କ ନାମରେ / ଏକ ପେଢ ମା କେ ନାମ"  ସ୍ଲୋଗାନ କୁ  ଛାତ୍ର...
06/07/2024

ବୋରିଗୁମ୍ମା: ଭୈରବ ସ୍ନାତକ ମହାବିଦ୍ୟାଳୟରେ 75 ତମ ବନମହୋତ୍ସବ ପାଳିତ।

"ଗୋଟିଏ ଗଛ ମାଙ୍କ ନାମରେ / ଏକ ପେଢ ମା କେ ନାମ" ସ୍ଲୋଗାନ କୁ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ପାଇଁ ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନା ତରଫରୁ ଭୈରବ ସ୍ନାତକ ମହାବିଦ୍ୟାଳୟରେ 75 ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ତା ୦୬/୦୭/୨୦୨୪ ରିଖ ପାଳିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଭି ଚିରଞ୍ଜିବୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବୋରିଗୁମ୍ମା ବନଭିବାଗ ରେଞ୍ଜ ଅଧିକାରୀ ଶ୍ରୀ ଡମ୍ବରୁ ଗୋମାଙ୍ଗୋ ଏବଂ ରେଞ୍ଜ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ବୃନ୍ଦ,ମହାବିଦ୍ୟାଳୟର ସଭାପତି (ଜି.ବି)ଶ୍ରୀ କେ ନାଗରାଜ ଦୋରା, ବି.ଇ.ଡି.ଟି ସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀ, ବି. ଇ. ଡି. ଟି ସଦସ୍ୟ ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଯୋଗଦେଇ ନିଜେ ବୃକ୍ଷ ରୋପଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ କରିବା ଓ ତାର ଯତ୍ନ ନେବା ଦିଗରେ ଅବଗତ କରାଇଥିଲେ । ଯୁବ ରେଡ଼କ୍ରସ ଅଧିକାରୀ ଶ୍ରୀମତୀ ସନ୍ତୋଷିନି ପାଢ଼ୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସଦାଶିବ ତ୍ରିପାଠୀ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏଵଂ କର୍ମଚାରୀ ଯଥା ଶ୍ରୀ ସୌମେନ୍ଦ୍ର କୁମାର ସ୍ବାଇଁ , ଶ୍ରୀ ଦେବେନ୍ଦ୍ର ନାଥ ପଣ୍ଡା, ଶ୍ରୀ ଜଗଦୀଶ ପାଣିଗ୍ରାହୀ, ସୁଶ୍ରୀ କମଳା ଗୌଡ଼, ଶ୍ରୀ ପି ଗୁପ୍ତେଶ୍ୱର ରାଓ , ଶ୍ରୀମତୀ ଲକ୍ଷ୍ମୀରାଣୀ ପଣ୍ଡା, ଶ୍ରୀ ବନମାଳୀ ଜାନି ଉପସ୍ଥିତ ରହି ବୃକ୍ଷରୋପଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Final year batch 2024
24/03/2024

Final year batch 2024

29/02/2024

Address

Borigumma
Koraput
764056

Opening Hours

Monday 9am - 2pm
Tuesday 9am - 2pm
Wednesday 9am - 2pm
Thursday 9am - 2pm
Friday 9am - 2pm
Saturday 9am - 2pm

Website

Alerts

Be the first to know and let us send you an email when Bhairab Degree Mahavidyalaya, Borigumma, Koraput, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to Bhairab Degree Mahavidyalaya, Borigumma, Koraput, Odisha:

Share