Lakhamara College,Lakhamara

Lakhamara College,Lakhamara Contact information, map and directions, contact form, opening hours, services, ratings, photos, videos and announcements from Lakhamara College,Lakhamara, Lakhamara, Padmapur.

07/04/2025
Eye camp by YRC unit Lakhamara college
26/09/2019

Eye camp by YRC unit Lakhamara college

Lakhamara College, Lakhamara inviting you all please join with us and be a part of this celebration.
23/02/2019

Lakhamara College, Lakhamara inviting you all please join with us and be a part of this celebration.

19/01/2019

ଲଖମରା କନିଷ୍ଠ ମହାବିଦ୍ୟାଳୟର " #ରୌପ୍ୟ_ଜୟନ୍ତୀ" ସମାରୋହ ଅବସରରେ ଏକ #ସ୍ମରଣୀକା ଉନ୍ମୋଚିତ ହେବ। ଏଥିପାଇଁ ଛାତ୍ର ଛାତ୍ରୀ, ଶୁଭେଚ୍ଛୁ ମାନଙ୍କଠାରୁ କବିତା, କ୍ଷୁଦ୍ରଗଳ୍ପ ,ପ୍ରବଂଧ ଆହ୍ୱାନ କରାଯାଉଛି । ଲେଖା ଗୁଡ଼ିକ ଓଡ଼ିଆ, ଇଂରାଜୀ, ହିନ୍ଦୀ ତଥା ସମ୍ବଲପୁରୀ ଭାଷାରେ ଲିଖିତ ହୋଇଥିବା ଆବଶ୍ୟକ । ଲେଖାଗୁଡ଼ିକ ତା. ୩୧.୦୧.୨୦୧୯ ପର୍ଯ୍ୟନ୍ତ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ #କେଶବ_ଚନ୍ଦ୍ର_ବାରିକଙ୍କ ଠାରେ ଜମା କରିବା ପାଇଁ ଅନୁରୋଧ । ଯୋଗାଯୋଗ ନଂ.୯୯୩୮୦୭୦୫୮୧

05/01/2019

ଏତଦ୍ଦ୍ୱାରା ଲଖମରା ମହାବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ମାନଙ୍କୁ ଜଣାଇ ଦିଆଯାଉଛି ଯେ,ଆସନ୍ତା ତା.୦୮.୦୧.୨୦୧୯ ମଙ୍ଗଳବାର ଦିନ ୨.୦୦ଘ. ସମୟରେ ଲଖମରା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି ।

ଏଣୁ ଉକ୍ତ ବୈଠକରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହେବା ପାଇଁ ଜଣାଇ ଦିଆଗଲା ।
( ଆଲୋଚ୍ୟ ବିଷୟ--- ମହାବିଦ୍ୟାଳୟ ର "ରୌପ୍ୟ ଜୟନ୍ତୀ" ପାଳନ ସଂକ୍ରାନ୍ତରେ ସବିଶେଷ ଆଲୋଚନା )

Test Examination 2018 -19  +2 nd year
27/11/2018

Test Examination 2018 -19 +2 nd year

1 Year Ago....
11/11/2018

1 Year Ago....

Please Attend.
10/07/2018

Please Attend.

+2 First Year Arts Examination.Start Today.
15/03/2018

+2 First Year Arts Examination.
Start Today.

Address

Lakhamara
Padmapur
768036

Website

Alerts

Be the first to know and let us send you an email when Lakhamara College,Lakhamara posts news and promotions. Your email address will not be used for any other purpose, and you can unsubscribe at any time.

Share