BCJD Campus committee GACR

BCJD Campus committee GACR Biju Chhatra Janta Dal Campus committee , Government Autonomous College Rourkela.

ସଭିଙ୍କ ଆଶିଷ ସାରଦା ଭାଇଙ୍କ ଉପରେ  #ଶଙ୍ଖ ନାଦ ହେବ ରାଉରକେଲାରେSarada Prasad Nayak
07/04/2024

ସଭିଙ୍କ ଆଶିଷ ସାରଦା ଭାଇଙ୍କ ଉପରେ #ଶଙ୍ଖ ନାଦ ହେବ ରାଉରକେଲାରେ
Sarada Prasad Nayak

16/01/2024
Preparation for Grand inauguration of newly constructed Vidya Bhavan
05/11/2023

Preparation for Grand inauguration of newly constructed Vidya Bhavan

26/07/2023

for Rourkela

ବିଜୁ ଛାତ୍ର ଜନତା ଦଳ ରାଉରକେଲା ତରଫରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେଲ୍ପ ଡେସ୍କ ଉଦଘାଟିତ..ବିଜୁ ଛାତ୍ର ଜନତା ଦଳ ରାଉରକେଲା ତରଫରୁ...
19/07/2023

ବିଜୁ ଛାତ୍ର ଜନତା ଦଳ ରାଉରକେଲା ତରଫରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେଲ୍ପ ଡେସ୍କ ଉଦଘାଟିତ..

ବିଜୁ ଛାତ୍ର ଜନତା ଦଳ ରାଉରକେଲା ତରଫରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ହେବାକୁ ଥିବା ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ।। ହେବାକୁ ଥିବା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସାହାଜ୍ଯ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ #ନବୀନ_ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ #ଦେବୀରଞ୍ଜନ_ତ୍ରିପାଠୀ ଓ ରାଉରକେଲା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ #ସାରଦା_ପ୍ରସାଦ_ନାୟକ ଙ୍କର ଆହ୍ଵାନ ରେ ଆଜି ରାଉରକେଲା ବିଜୁ ଛାତ୍ର ଜନତା ଦଳ ନେତୃତ୍ଵରେ ହେଲ୍ପ ଡେସ୍କ ଆଜିଠୁ ଖୋଲା ହୋଇଛି....

24/04/2023

We are very much thankful to our Honourable CM Sj. Naveen Patnaik ji
Secretary 5T Sri V K Pandian Sri
Honourable Minister Rohit Pujari ji
And Hounrable MLA Sarada Prasad Nayak Ji
for fulfilling our demands and contributing towards the development of our Government Autonomous College.

ବିଶ୍ବବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ହେତୁ ଦୃଢ ନିନ୍ଦା କରିବା ସହ ଛାତ୍ର ଓ ଅଣଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ...
13/02/2023

ବିଶ୍ବବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ହେତୁ ଦୃଢ ନିନ୍ଦା କରିବା ସହ ଛାତ୍ର ଓ ଅଣଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ରାଉରକେଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରୁଥିଲୁ l

Today a meeting was organised by the campus committee of Government Autonomous College Rourkela and discussed various pr...
16/01/2023

Today a meeting was organised by the campus committee of Government Autonomous College Rourkela and discussed various problems of students and other developmental work of college.

Address

Government Autonomous College Rourkela
Rourkela
769004

Website

Alerts

Be the first to know and let us send you an email when BCJD Campus committee GACR posts news and promotions. Your email address will not be used for any other purpose, and you can unsubscribe at any time.

Share