20/12/2019
ରାଜଭବନରେ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସୁଵର୍ଣଜୟନ୍ତୀ ସମାରୋହ ସମ୍ବନ୍ଧରେ
ଓଡ଼ିଶା ରାଜ୍ୟପାଳ ମାନ୍ୟବର ଶ୍ରୀଯୁକ୍ତ ଗଣେଶୀଲାଲଙ୍କ ସହ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ,ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ଶର୍ମା ଓ ଅଧ୍ୟାପକମାନଙ୍କ ସୌଜନ୍ୟମୁଲକ ସାକ୍ଷାତ ।
Pradhan
Bangmayee Kabikanya
Pradhan
Pradhan